35 C
Bhubaneswar
Sunday, May 18, 2025
Homeଓଡିଶାଧାରୁଆ ଛୁରୀରେ ମହିଳାଙ୍କ ଗଳା କାଟିଲେ ସ୍ୱାମୀ            

ଧାରୁଆ ଛୁରୀରେ ମହିଳାଙ୍କ ଗଳା କାଟିଲେ ସ୍ୱାମୀ            

ଧାରୁଆ ଛୁରୀରେ ମହିଳାଙ୍କ ଗଳା କାଟିଲେ ସ୍ୱାମୀ
କଟକ : କଟକ ସିଦ୍ଧେଶ୍ୱର ସାହିରେ ଏକ ଅଭାନୀୟ ଘଟଣା ଘଟିଛି । ଧାରୁଆ ଛୁରୀରେ ମହିଳାଙ୍କ ଗଳା କାଟିଲେ ସ୍ୱାମୀ  । ସ୍ତ୍ରୀକୁ ହତ୍ୟା ପରେ ନିଜ ବେକ କାଟିଦେଲା ସ୍ୱାମୀ । ଘର ଭିତରୁ ସ୍ୱାମୀର ମୃତଦେହ ଉଦ୍ଧାର । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତ ି ହୋଇଛନ୍ତି । ଘଟଣା୩ସ୍ଥଳରେ ଲାଲବାଗ ଥାନା ପୁଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking