29.1 C
Bhubaneswar
Sunday, October 27, 2024
Homeଅପରାଧସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

କନ୍ଧମାଳ: ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ବିଭସ୍ୟ ହତ୍ୟାକାଣ୍ଡ । ଟଙ୍କା ନ ଦେବାରୁ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ । ମୃତ ଦେହ ଜବତ ସହ ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ । ଦିନକୁ ଦିନ ଅପରାଧ ବଢିଚାଲିଥିବା ବେଳେ ସବୁଦିନ କିଛି ନା କିଛି ଅପରାଧ ର ଭୟଙ୍କର ଘଟଣା ଶୁଣିବାକୁ ମିଳିଛି । କେତେବବେଳେ ଜମି ବାଡ଼ି ବିବାଦ ଲାଗି ଭାଇ ଭାଇ ର କଳହ ସୃଷ୍ଟି ହେଇ ଆକ୍ରମଣ ଘଟୁଛି ତ ଆଉ କେତେବେଳେ ପୁଅ ମା କୁ ମାରି ଘରୁ ବାହାର କରିଦେଉଥିବା ବେଳେ ଚୋରି , ମର୍ଡର ର ଘଟଣା ସାମ୍ନାକୁ ଆସୁଥିବା ବେଳେ ଅନେକ କିଛି ଭୟାନକ ଅପରାଧ ର ଡାଏରୀ ପୃଷ୍ଠା ବଢି ଚାଲିଛି ଆଉ ଏହି ଭିତରେ ଏମିତି ଏକ ଭୟଙ୍କର ର ଘଟଣା ନଜର ଆସିଛି କନ୍ଧମାଳ ରେ ଟଙ୍କା ପାଇଁ ନିଜ ସ୍ତ୍ରୀ ର ଗଳା କାଟିବାକୁ ପଛାଇଲାନି ନିଜ ସ୍ୱାମୀ । ଟଙ୍କା ପାଇଁ ଦୁନିଆ ରେ ଏମିତି ଏନେକ ଘଟଣା ଘଟୁଥିବା ବେଳେ ଆଜି ଏମିତି ଏକ ଦୁଖଦ ଓ ଲଜ୍ୟାକର ଘଟଣା ସାମ୍ନା କୁ ଆସିଛି । ଯେଉଁ ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ଏବେ ଏହା ଚର୍ଚା ର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking