14.1 C
Bhubaneswar
Friday, December 19, 2025
Homeଓଡିଶା୪ଟା ଯାଏଁ ଗୃହ ମୁଲତବି

୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆଜି ବିଧାନସଭା ଗୃହକାଯ୍ୟ ସୁରୁଖୁରୁରେ ଚାଲିପାରୁନାହିଁ । ଏନେଇ ବାଚସ୍ପତି ସୁରମା ପାଢୀ ପୁଣି ୪ଟା ଯାଏ ଗୃହ ମୁଲତବି କରାଯାଇଛି । ଶୂନ୍ୟକାଳରେ ଏଏସଓ ଚାକିରି ବିବୃତ୍ତି ନେଇ ବିଜେଡି ହଙ୍ଗାମା କରିଛି ।  ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ବିଜେଡିର ହୋହାଲ୍ଲା ପରେ ଗୃହକୁ ମୁଲତବି କରାଯାଇଛି । ଏହାରି ପୂର୍ୱରୁ ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଦେଖାଦେଇଥିଲା । ଏନେଇ ବାଚସ୍ପତ୍ତି ସୁରମା ପାଢୀ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କରିଥିଲେି ।  ବାଚସ୍ପତଙ୍କ ପୋଡିୟମ ତଳେ ବିଜେଡି ହୋହଲ୍ଲା କରି ନାରାବାଜି କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking