40.3 C
Bhubaneswar
Friday, March 28, 2025
Homeଓଡିଶାଚାଲିପାରୁନି ଗୃହ : ୧୧ଟା ୩୦ ଯାଏଁ  ମୁଲତବି

ଚାଲିପାରୁନି ଗୃହ : ୧୧ଟା ୩୦ ଯାଏଁ  ମୁଲତବି

ଭୁବନେଶ୍ୱର: ଆଜି ବି ଚାଲିପାରିଲା ନାହିଁ ଗୃହକାର୍ଯ୍ୟ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଥିଲା ।ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ପ୍ଲାକାର୍ଡ , ଘଣ୍ଟ . ଝାଞ୍ଜ  ବଜାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି । ମେଡିକାଲ ଶିକ୍ଷାରେ ୨୭ପ୍ରତିଶତ, ଏସସି/ ଏସଟି , ଓବିସିଙ୍କ    ସଂରକ୍ଷଣ ପାଇଁ ବିଜେଡି ଦାବି  କରିଛନ୍ତି । ସେହିପରି ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ କଂଗ୍ରେସ ପ୍ରତିବାଦ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking