27.1 C
Bhubaneswar
Sunday, June 8, 2025
Homeଓଡିଶାବଢୁଛି ତାତି: ହୁତୁହୁତୁ ଜଳୁଛି ଜଙ୍ଗଲ

ବଢୁଛି ତାତି: ହୁତୁହୁତୁ ଜଳୁଛି ଜଙ୍ଗଲ

ଆଠଗଡ଼: ତାତି ବଢ଼ିବା ସହ ଜଳୁଛି ଜଙ୍ଗଲ । ଆଠଗଡ଼ ଗୁରୁଡ଼ିଝାଟିଆ ଶ୍ରୀଶ୍ରୀ ଧବଳେଶ୍ଵର କଲେଜ ପରିସରରେ ଥିବା ଶାଳ ଜଙ୍ଗଲରେ ଲାଗିଛି ନିଆଁ । ଅଗ୍ନିକାଣ୍ଡ ହୋଇଥିବା ଅଞ୍ଚଳରେ ଦୁଇ ଏକରରୁ ଅଧିକ ଜଙ୍ଗଲ ରହିଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଁ ବ୍ୟାପୁଛି । ତେଣୁ ନିଆଁକୁ ଆୟତ୍ତ କରାନଗଲେ ଅନେକ ମୂଲ୍ୟବାନ ଗଛ ନଷ୍ଟ ହେବାର ସମ୍ଭାବନା ରହିଛି । ଗାଁ ନିକଟରେ ଜଙ୍ଗଲଟି ରହିଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । କଲେଜ ପରିସରରେ ନିଆଁ ଲାଗିଥିବାରୁ ଖୁବଶୀଘ୍ର ନିଆଁକୁ ଆୟତ କରିବାର ଆବଶ୍ୟକତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking