29.1 C
Bhubaneswar
Tuesday, February 10, 2026
Homeଓଡିଶାଗୁଣି ସନ୍ଦେହରେ ଗଡିଲା ମୁଣ୍ଡ

ଗୁଣି ସନ୍ଦେହରେ ଗଡିଲା ମୁଣ୍ଡ

ବାରିପଦା: ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା। କୁରାଡିରେ ଛେଚି ହତ୍ୟା କଲା ପଡୋଶୀ ଯୁବକ। ବିଶୋଇ ଥାନା ଅନ୍ତର୍ଗତ କିତାବେଡା ଗାଁରେ ଚାଞ୍ଚଲ୍ୟ। ଅଳ୍ପକେ ବର୍ତ୍ତିଗଲେ ମୃତକଙ୍କ ବୋହୂ ଓ କୁନି ନାତୁଣୀ। ଅଭିଯୁକ୍ତକୁ ଗିରଫ କରି ପୁଲିସର ପଚରାଉଚରା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking