25.1 C
Bhubaneswar
Thursday, March 19, 2026
Homeଓଡିଶାପାଣି ଅଭାବରୁ ଧାନ ତଳି ପଡି ନାହିଁ ; ଚିନ୍ତାରେ ଚାଷୀ

ପାଣି ଅଭାବରୁ ଧାନ ତଳି ପଡି ନାହିଁ ; ଚିନ୍ତାରେ ଚାଷୀ

ଯାଜପୁର : ଆକାଶ ରେ କାଳl ହଡ଼ିଆ ମେଘ ଆସୁଚି l ମେଘ ଗର୍ଜନ କରି ଆସୁଚି ଝିପି ଝିପି ବର୍ଷା ବର୍ଷା ହୋଇ ଚlଢ଼ି ଯାଇଚି l ଭୂଇଁ ତିନ୍ତୁ ନାହିଁ l ଆଷାଢ ମାସ ଶେଷ ହେବା ବସିଲାଣି ବିଲ ବାଡି ପୋଖରୀ ଗାଡିଆ ରେ ପାଣି ନାହିଁ l ଯାଜପୁର ଜିଲ୍ଲାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ନାହିଁ l ଚାଷୀ ମାନେ ଏ ଯାଏ ଧାନ ତଳି ପକାଇ ନାହାଁନ୍ତି l ଚାଷୀ ମାନେ ବର୍ଷା ପାଣି କୁ ଚାହିଁ ବସି ଛନ୍ତି l ବର୍ତ୍ତମାନ ସମୟ ଚାଷ ବେଉଷଣ ସମୟ ବର୍ଷା ନ ହେବାରୁ ଚାଷୀ ମାନଂକ ଚିନ୍ତା ବଡି ଯାଇଚି ଯାଜପୁର ଜିଲ୍ଲାରେ 80 ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି l ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକା ରେ ଉଲ୍ଲେକ କହିଛନ୍ତି ଗର୍ଜନ କରି ମେଘ ଆସିବ ଭୂଇଁ ତିନ୍ତିବ ନାହିଁ l ଶ୍ରାବଣ ମାସ ଭୂଇଁ ରେ ନଡିଆ ଭାଙ୍ଗିବ l ସେ ସମୟ ଆସିଲାଣି କି ବୋଲି ସମସ୍ତ ମନ ରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଚାଷୀ ମାନେ ପାଣି ପାଗ ତଥ୍ୟଅନୁସାରେ ଯାଜପୁର ଜିଲ୍ଲାରେ ବର୍ଷା ହେଉ ନାହିଁ l ଚlଷି ଧାନ କ୍ଷେତ ପ୍ରସ୍ତୁତ କରି ରଖି ଛନ୍ତି ବର୍ଷା ଅଭାବ ରୁ ବେଉଷଣ କରି ପାରୁ ନାହାଁନ୍ତି ଯେଉଁ ଜମି ରେ ଧାନ ବୁଣି ଥିଲେ ବର୍ଷା ଅଭାବ ରୁ ଧାନ ଗଛ ହଳଡିଆ ପଡ଼ିବାକୁ ବସିଲାଣି କେବେ ଲଗାଣ ବର୍ଷା ହେବ ଧନ ଚାଷ କାର୍ଯ୍ୟ ଆରମ୍ଭ ହେବ ତାହା ପ୍ରଶ୍ନ ବଚୀ ସୃଷ୍ଟି କରିଚି l ଉଠା ଜଳସେଚନ ପଏଣ୍ଟ ମଧ୍ୟ୍ୟ ଚାଲୁ ନାହିଁ ଏଥି ପ୍ରତି ସରକରଙ୍କ ଚିନ୍ତା ନାହିଁ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking