23.1 C
Bhubaneswar
Sunday, February 8, 2026
Homeଓଡିଶାଅସ୍ତବ୍ୟସ୍ତ କରୁଛି ଘନକୁହୁଡ଼ି : ୩୦ ପର୍ଯ୍ୟନ୍ତ ନିସ୍ତାର ନାହିଁ

ଅସ୍ତବ୍ୟସ୍ତ କରୁଛି ଘନକୁହୁଡ଼ି : ୩୦ ପର୍ଯ୍ୟନ୍ତ ନିସ୍ତାର ନାହିଁ

ଭୁବନେଶ୍ବର : ଶୀତ କମିଥିଲେ ବି ଘନକୁହୁଡ଼ି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି। ‌ସନ୍ଧ୍ୟା ୭ରୁ ସକାଳ ୯ଟା ପର୍ଯ୍ୟନ୍ତ ଘନକୁହୁଡ଼ି ବାୟୁମଣ୍ଡଳକୁ ଆଚ୍ଛାଦିତ କରୁଛି। କୁହୁଡ଼ି ଯୋଗୁଁ ମୁହଁକୁ ମୁହଁ ଦିଶୁ ନ ଥିବାବେଳେ ଯାତାୟାତ ପ୍ରଭାବିତ ହେଉଛି। ବାରମ୍ବାର ଦୁର୍ଘଟଣା ଘଟୁଛି। ମଙ୍ଗଳବାର ପ୍ରବଳ କୁହୁଡ଼ି ଯୋଗୁ କଟକ ତେଲେଙ୍ଗାପେଣ୍ଠ ଛକରେ ଏକ କ୍ଷୀର ଗାଡ଼ି ଭାରସାମ୍ୟ ହରାଇ ହାଇୱା ପଛରେ ପିଟି ହୋଇଯାଇଥିଲା। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ମିଳିବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking