33.1 C
Bhubaneswar
Friday, February 27, 2026
Homeଓଡିଶାଠିକାଦାରଙ୍କୁ ପୂର୍ତ୍ତ ମନ୍ତ୍ରୀଙ୍କ ପରୋକ୍ଷ ଚେତାବନୀ

ଠିକାଦାରଙ୍କୁ ପୂର୍ତ୍ତ ମନ୍ତ୍ରୀଙ୍କ ପରୋକ୍ଷ ଚେତାବନୀ

ଭୁବନେଶ୍ୱର: ତେଜିଲା ନିଖିଳ ଓଡିଶା ଠିକାଦାର ସଂଘର ଆନ୍ଦୋଳନ । ଆନ୍ଦୋଳନ ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରି ଆନ୍ଦୋଳନ ହୋଇଛି । ୨୦ରୁ ଗଣଧାରଣା ପରେ ଆଜିଠୁ ଲୋୟର ପିଏମଜିରେ ଅନଶନ ରହି ଆନ୍ଦୋଳନ କରିଛନ୍ତି । ଆନ୍ଦୋଳନକୁ ନେଇ ପୂର୍ତ୍ତ ମନ୍ତ୍ରୀ ପରୋକ୍ଷରେ ଚେତାବନୀ ଦେଇଛନ୍ତି । ଠିକାଦାରମାନେ ଯେଉଁଭଳି ଭାବେ ନିଷ୍ପତ୍ତି ନେଉଛନ୍ତି ତାହା ବନ୍ଦ କରନ୍ତୁ । ସରକାରଙ୍କୁ ସହଯୋଗ କଲେ ସେମାନେ ଲାଭବାନ ହେବେ । ଜବରଦସ୍ତ କାମ ବନ୍ଦ କଲେ ତାକୁ ଗ୍ରହଣ କରାଯିବ ନାହିଁ କହିଛନ୍ତି, ପୃଥ୍ୱୀରାଜ । ଯଦି କେହି ଉସକାଉଛି ତେବେ ଅସୁବିଧାରେ ଠିକାଦାରମାନେ ହିଁ ପଡିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking