ଭୁବନେଶ୍ୱର : ଏଲ୍ଆରସି ପାଇଥିବା ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ପଟ୍ଟା । ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପୂର୍ବ ସରକାରଙ୍କ ଦ୍ୱାରା ବସ୍ତିବାସିନ୍ଦା ଠକାମୀର ଶିକାର ହୋଇଛନ୍ତି । ବିଡିଏ,ଜଙ୍ଗଲ,ରେଳ ଓ ଜଳ ଜମିକୁ ଲିଫଲେଟ୍ ଭଳି ବାଣ୍ଟିଲେ । ନିର୍ବାଚନକୁ ଦୃଷ୍ଟିରେ ରଖି ଠକିବା ଉଦ୍ଦେଶ୍ୟରେ ବାଣ୍ଟିଥିଲେ । ଅନୁଧ୍ୟାନ କରାଯାଉଛି ନିଶ୍ଚିତ ଭାବେ ଜମି କିମ୍ବା ଘର ମିଳିବ ।