27.1 C
Bhubaneswar
Monday, February 2, 2026
Homeଦେଶ ବିଦେଶବିବାଦ ଭିତରେ ବାଂଲାଦେଶ ଗଲେ ବୈଦେଶୀକ ସଚିବ

ବିବାଦ ଭିତରେ ବାଂଲାଦେଶ ଗଲେ ବୈଦେଶୀକ ସଚିବ

ନୂଆଦିଲ୍ଲୀ: ଢ଼ାକାରେ ଭାରତୀୟ ବୈଦେଶିକମନ୍ତ୍ରାଳୟ ସଚିବ ବିକ୍ରମ ମିସ୍ତ୍ରୀ। ସେଠାରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇ ବାଂଲାଦେଶ ସରକାରଙ୍କ ଉପରେ ଆଲୋଚନା କରିବେ ସଚିବ । ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ସେଠାରେ କୌଣସି ଉନ୍ନତି ହୋଇପାରି ନାହିଁ। ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ଏହି ସମୟରେ, ଆଜି ବୈଦେଶିକ ସଚିବ ବିକ୍ରମ ମିଶ୍ରି ବାଂଲାଦେଶ ଗସ୍ତରେ ଏକ ଦିନିଆ ଗସ୍ତ କରିଛନ୍ତି ।ତାଙ୍କର ଏହି ଗସ୍ତ ସମୟରେ ସେ ତାଙ୍କ ବାଂଲାଦେଶୀ ପ୍ରତିପକ୍ଷ ମହମ୍ମଦ ଜାସିମୁଦ୍ଦିନଙ୍କ ସହ ଏକ ବୈଠକ କରିବେ। ଏହି ସମୟରେ ସେ ଢାକା ସହିତ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତର ଚିନ୍ତାକୁ ଉଠାଇବେ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking