ଭୁବନେଶ୍ୱର: କଲବଲ କରିବ କୁହୁଡି । ଜାଡରେ ଥରୁଛି ଓଡିଶା । ରାଜ୍ୟର ୯ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, ଜଗତସିଂହପୁର ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ୱର ଓ କନ୍ଧମାଳକୁ ମଧ୍ୟ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଅତି ଘନ କୁହୁଡି ସମ୍ଭବନା ରହିଛି । ତେଣୁ ଗାଡି ନେଇ ଯିବାକୁ ଥିଲେ ସତର୍କ ପରାମର୍ଶ ଜାରି କରିଛି ପାଣିପାଗ ବିଭାଗ ।










