15.1 C
Bhubaneswar
Saturday, December 6, 2025
Homeଓଡିଶାଆକାଉଣ୍ଟକୁ ଗଲା ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା  

ଆକାଉଣ୍ଟକୁ ଗଲା ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା  

ବ୍ରହ୍ମପୁର : ମହିଳା ଦିବସରେ ମହିଳାଙ୍କୁ ସରକାର ବଡ ଭେଟି ଦେଇଛନ୍ତି । ଆକାଉଣ୍ଟକୁ ଗଲା ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା । ୫ ହଜାର ଟଙ୍କା ଲେଖାଏଁ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ରହ୍ମପୁରର ସ୍ୱତନ୍ତ୍ର କାଯ୍ୟକ୍ରମରେ ଶୁଭାରମ୍ଭ କରିଛନ୍ତି ସେଠାରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ଅନେକ ନେତା ।୧ କୋଟି ୬୪ ହଜାର ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା । ୨୫ କୋଟି ୧୭ ଲକ୍ଷ ୭୦ ହଜାର ଟଙ୍କା ପଠାଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking