16.1 C
Bhubaneswar
Sunday, December 7, 2025
Homeଓଡିଶାଆଜିଠାରୁ ଖୋଲିଲା ପ୍ରସିଦ୍ଧ ମହେନ୍ଦ୍ରଗିରି 

ଆଜିଠାରୁ ଖୋଲିଲା ପ୍ରସିଦ୍ଧ ମହେନ୍ଦ୍ରଗିରି 

ଗଜପତି: ଆଜିଠାରୁ ଖୋଲିଲା  ପ୍ରସିଦ୍ଧ ମହେନ୍ଦ୍ରଗିରି  । ସ୍ୱାଭାବିକ ହେବ  ପର୍ଯ୍ୟଟକମାନଙ୍କ  ଗମନାଗମନା ବାତ୍ୟା  ମୋନ୍ତାର ପ୍ରଭାବରେ ପାହାଡ ଧସିବା ଆଶଙ୍କା କରି ଏହାକୁ ବନ୍ଦ ରଖାଯାଇଥିଲା ।   ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି  ଗତ ୨୫  ତାରିଖଠୁ ବନ୍ଦ  ରଖିବାକୁ ନିଷ୍ପତ୍ତି ନେଇଥିଲା ପ୍ରଶାସନ ।  ବାତ୍ୟା ମୋନ୍ଥାର ପ୍ରଭାବ ସରିବା ପରେ ପୁଣିଥରେ ମହେନ୍ଦ୍ରଗିରି ପର୍ଯ୍ୟଟକଙ୍କ ପାଇଁ  ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ । ଏହା ସହିତ ଜିଲ୍ଲାର ସମସ୍ତ ଜଳପ୍ରପାତକୁ ମଧ୍ୟ ଲଗାଯାଇଥିବା କଟକଣା ମହେନ୍ଦ୍ରଗିରି  ହଟାଯାଇଛି । ଏନେଇ ଗଜପତି ଆରକ୍ଷୀ ଅଧିକ୍ଷକ, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଓ ରାୟଗଡା ବ୍ଲକ  ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking