ନୂଆଦିଲ୍ଲୀ : ଦୁଇ ଭାଗ ହୋଇଗଲା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ । ଉତ୍ତରପ୍ରଦେଶ ଚାନ୍ଦୌଳି ଡିଡିୟୁ ଜଙ୍କସନ ନିକଟରେ ଦୁଇ ଭାଗ ହୋଇଛି । କପଲର ଭାଙ୍ଗିବାରୁ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଅଲଗା ହୋଇଯାଇଛି । ଯାତ୍ରାମାନେ ସୁରକ୍ଷିତ ଥିବା ସୂଚନା ମିଳୁଛି ।