26.1 C
Bhubaneswar
Wednesday, February 11, 2026
Homeଓଡିଶାଡିନାମାଇଟ୍ ଫୁଟିଲା ; ଜଣେ ମୃତ

ଡିନାମାଇଟ୍ ଫୁଟିଲା ; ଜଣେ ମୃତ

ଦେବଗଡ : ଡିନାମାଇଟ୍ ଫୁଟିବାରୁ ଚାଲିଗଲା ଜୀବନ । ମାଛ ଧରିବାକୁ ଫୁଟାଇଥିଲେ ଡିନାମାଇଟ୍ । ଭୁଲକାବାହାଳ ଚୁଆହୁଳି ରେଙ୍ଗାଳି ନଦୀବନ୍ଧରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ଜଣକ ଅସନନାଳୀ ଗାଁର ବୋଇଥିବା ସୂଚନା ମିଳିଛି । ଜଳଭଣ୍ଡାରରୁ ମୃତଦେହକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।

ଆସାମରେ ବନ୍ୟା ବିତ୍ପାତ ; ୮୦ ମୃତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking