21.1 C
Bhubaneswar
Friday, December 19, 2025
Homeଓଡିଶାମାଈ ହାତୀର ମୃତଦେହ ଠାବ

ମାଈ ହାତୀର ମୃତଦେହ ଠାବ

ଅନୁଗୁଳ: ଅନୁଗୁଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଅସିଛି । ଅନୁଗୁଳ ରାଞ୍ଜ ଅଞ୍ଚଳରୁ ମାଈ ହାତୀର ମୃତଦେହ ଠାବ କରାଯାଇଛି । ସାହାରାଗୋଡା ଗାଁ ନିକଟରୁ ମାଈ ହାତୀର ମୃତଦେହ ଠାବ କରାଯାଇଛି । ଏପର୍ଯ୍ୟନ୍ତ ମୃତ୍ୟୁର କାରମ ଜଣାପଡି ନାହିଁ । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଜି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେନେଇ ତଦନ୍ତ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking