27.1 C
Bhubaneswar
Sunday, July 7, 2024
Homeଓଡିଶାଗାଁ ମୁଣ୍ଡରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଗାଁ ମୁଣ୍ଡରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କଟକ : ଗାଁ ମୁଣ୍ଡରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର । କଟକ ଚୌଦ୍ବାର ଅନ୍ତର୍ଗତ ଆଗ୍ରାହାଟ ପଞ୍ଚାୟତରରେ ଘଟିଛି ଏଭଳି ଘଟଣା । ମୃତକ ଜଣଙ୍କ ଭିଏଲଡବ୍ଲୁ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ଆଗ୍ରାହାଟ ପଞ୍ଚାୟତର ଭିଏଲଡବ୍ଲୁ ହେଉଛନ୍ତି ଗଦାଧର ଗୁରୁ । ସେ ଗତକାଲିଠୁ ନିଖୋଜ ଥିଲେ, କିନ୍ତୁ ଅଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଗଦାଧର ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମାନସିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବାପରିବାର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking