26.1 C
Bhubaneswar
Wednesday, February 11, 2026
Homeଓଡିଶାଐତିହାସିକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଐତିହାସିକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ : କଟକ ଐତିହାସିକ ବାଲିଯାତ୍ରା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୌକା ବିହାର କରିବା ପରେ  ବାଲିଯାତ୍ରାକୁ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ଆକାଶ ମାର୍ଗରୁ  ବାଲିଯାତ୍ରା  ପଡିଆରେ  ଆଲୋକମାଳା ବିଛାଇ ହୋଇ ରହିଥିବା ମନେ ହେଉଛି । ଏହା ସହିତ ଷ୍ଟଲ ବି ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ଷ୍ଟଲ ବୁଲିବା ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking