19.1 C
Bhubaneswar
Friday, February 6, 2026
Homeଓଡିଶାଘୋଷଯାତ୍ରା ପାଇଁ ରାଜ୍ଯପାଳଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଘୋଷଯାତ୍ରା ପାଇଁ ରାଜ୍ଯପାଳଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର: ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀର ମୁଖ୍ଯ ପ୍ରଶାସକ, ଡ଼. ଅରବିନ୍ଦ କୁମାର ପାଢ଼ୀ ଆଜି ରାଜଭବନରେ ମାନ୍ଯବର ରାଜ୍ଯପାଳ ଡ଼. ହରିବାବୁ ଙ୍କୁ ଭେଟି, ମହାପ୍ରଭୁଙ୍କ ଆଗାମୀ ପବିତ୍ର ଘୋଷଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି। ମାନ୍ଯବର ରାଜ୍ଯପାଳ ଏହି ଆମନ୍ତ୍ରଣ ପାଇଁ ଡ଼. ପାଢ଼ୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ କହିଛନ୍ତି ଯେ— ଘୋଷଯାତ୍ରା ଓଡ଼ିଶାର ଐତିହ୍ୟ ଓ ଆସ୍ଥାର ପ୍ରତୀକ। ମୁଁ ଏହି ପବିତ୍ର ଅବସରରେ ଅଂଶଗ୍ରହଣ କରିବାକୁ ଅପେକ୍ଷା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking