30.1 C
Bhubaneswar
Thursday, July 10, 2025
Homeଓଡିଶାସିଂହଦ୍ୱାରକୁ ଗଡିଲା ରଥ

ସିଂହଦ୍ୱାରକୁ ଗଡିଲା ରଥ

ପୁରୀ: ଆଜ୍ଞାମାଳ ବିଜେ ପରେ ଗଡିଲା ରଥ । ଦକ୍ଷିଣ ମୋଡ ହୋଇ ଗଡିଲା ରଥ । ରଥ ଖଳାରୁ ସିଂହଦ୍ୱାରକୁ  ଗଡିଲା ରଥ । ତୂରୀଭେରୀ  ନାଦରେ କମ୍ପୁଛି  ବଡଦାଣ୍ଡ ।   ଘଣ୍ଟାଘଣ୍ଟା  ବାଦ୍ୟରେ ଗଗନପବନ ପ୍ରକମ୍ପିତ ହୋଇଛି ।  ହରିବୋଲ, ହୁଳୁହୁଳିରେ ଉଛୁଳିଛି ବଡଦାଣ୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking