30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶପଥର ବୋଝେଇ ଡମ୍ପରକୁ ପିଟିଲା ବସ୍: ଚାଲିଗଲା ୬ ଜୀବନ

ପଥର ବୋଝେଇ ଡମ୍ପରକୁ ପିଟିଲା ବସ୍: ଚାଲିଗଲା ୬ ଜୀବନ

ମଧ୍ୟପ୍ରଦେଶ: ରାସ୍ତାରେ ଛିଡା ହୋଇଥିବା ଡମ୍ପରକୁ ପିଟିଲା ବସ୍ । ୬ ଯାତ୍ରୀ ମୃତ, ୧୫ରୁ ଅଧିକ ଆହତ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଆଜି ସକାଳୁ ଏକ ଯାତ୍ରୀବାହୀ ବସ୍ ଉତ୍ତର ପ୍ରଦେଶରୁ ନାଗପୁର ଅଭିମୁଖେ ଯାଉଥିଲା। କୌଣସି କାରଣ ବଶତଃ ବସ୍‌ ଟି ରାସ୍ତାକଡରେ ଛିଡା ହୋଇଥିବା ଏକ ପଥର ବୋଝେଇ ଡମ୍ପର ସହ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାରେ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏବଂ ୧୫ରୁ ଅଧିକ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking