28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଖାଇକୁ ଖସିଲା ବସ: ୧୫ ମୃତ

ଖାଇକୁ ଖସିଲା ବସ: ୧୫ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଅଲମୋରା କୁପିରେ ଖାଇକୁ ବସ ଖସିଥିବା ନେଇ ସୂଚନା ଆସିଛି । ତେବେ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟି ଥିବା ନେଇ ସୂଚନା ରହିଛି । ବସରେ ୪୨ ଯାତ୍ରୀ ଥିବା ଜଣାପଡ଼ିଥିବା ବେଳେ , ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking