25.1 C
Bhubaneswar
Saturday, March 21, 2026
Homeଅପରାଧନିଜ ପ୍ରେମିକକୁ ଲଗାଇ ନଣନ୍ଦର ଦୁଷ୍କର୍ମ କଲା ଭାଉଜ

ନିଜ ପ୍ରେମିକକୁ ଲଗାଇ ନଣନ୍ଦର ଦୁଷ୍କର୍ମ କଲା ଭାଉଜ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ଘଟଣା ସାମନାକୁ ଆସୁଛି ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଜଣେ ଭାଉଜ ନିଜ ନଣନ୍ଦଙ୍କ ଦୁଷ୍କର୍ମ କରାଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏଭଳି ଏକ ଘୃଣ୍ୟକାମ କରାଇବା ସହ ସେହି ସମୟର ଘଟଣାକୁ ଭିଡିଓ ରେକଡିଙ୍ଗ କରି ଭାଇରାଲ କରିଦେବ ବୋଲି ଧମକ ଦେଇଛନ୍ତି । ଏହି ଘଟଣା ଘଟିବା ପରେ ପିଡିତା ନିଜ ପ୍ରେମିକଙ୍କସାଙ୍ଗରେ ଘର ଛାଡି ପଳାଇଛନ୍ତି । ଭିଡିଓ ଭାଇରାଲ ହେବାପରେ ପୋଲିସ ଆକ୍ସନ ମୋଡରେ ରହିଛି । ପିତାଙ୍କ ବୟାନ ଅନୁସାରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୀଡ଼ିତାଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଛି । ଏହି ଘଟଣାଟି ଉତ୍ତରପ୍ରଦେଶର କୌସମ୍ବି ଥାନା କ୍ଷେତ୍ର ପରିସରରେ ଥିବା ଏକ ଗାଁରେ ଘଟିଯାଇଛି । ଏକ ମହିଳା ହୋଇ ଆଉ ଏକ ମହିଳାଙ୍କ ଦୁଷ୍କର୍ମର ଭିଡିଓ କଏଦ କରୁଥିବାର ଦୃଶ୍ୟ ସାମନାକୁ ଆସିଥିଲା । ଭିଡିଓ ରେକଡିଙ୍ଗ କରୁଥିବା ମହିଳା ଦେଉଛନ୍ତି ଦୁଷ୍କର୍ମର ଶିକାର ହେଉଥିବା ପୀଡ଼ିତାଙ୍କ ଭାଉଜ ବୋଲି ଶୁଣିବାକୁ ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଭାଉଜ ଏମିତି କାହିକିଁ କଲା?

ଏହା ପଛରେ କଣ କାରଣ ରହିଛି ? ସୂଚନା ଅନୁସାରେ ପୀଡିତା ଜଣଙ୍କୁ ପ୍ରେମ କରୁଥିଲେ ଓ ସେହି ଯୁବକଙ୍କୁ ବିବାହ କରିବେ ବୋଲି ଜିଦ୍ଦି କରିଆସୁଥିଲେ । ଏହାପରେ ଭାଉଜ ନିଜେ ସ୍ଥିର କରିଥିବା ଯୁବକ ସହ ନିଜ ନଣନ୍ଦର ବିବାହ କରାଇବାକୁ ଯୋଜନା କରିଥିଲା ଏବଂ ନିଜ ନଣନ୍ଦର ଦୁଷ୍କର୍ମ କରାଇବାରେ ସହଯୋଗ କରିଥିଲା । ତାପରେ ଏହି ଅଶ୍ଳୀଳ ଭିଡିଓକୁ ନଣନ୍ଦର ପ୍ରେମିକକୁ ପଠାଇ ଦେବ ବୋଲି ଭାଉଜ ସ୍ଥିର କରିଥିଲା । ଏହାପରେ ନଣନ୍ଦର ପ୍ରେମିକ ଏହି ଅଶ୍ଳିଳ ଭିଡିଓକୁ ଦେଖିଲା ପରେ ରାଗିକି ସବୁଦିନ ପାଇଁ ନଣନ୍ଦଙ୍କୁ ଛାଡିଦେବ ଠିକ ଏମିତି ହିଁ କଳ୍ପନା କରିଥିଲା ନିଷ୍ଠୁର ଭାଉଜ । କିନ୍ତୁ ଏମିତି କିଛି ଘଟଣା ହୋଇ ନଥିଲା । ସବୁକିଛି ଓଲଟି ଯାଇଥିଲା । ଦୁଷ୍କର୍ମ ପରେ ପୀଡିତା ଘରଛାଡି ନିଜ ପ୍ରେମିକ ସହ ଚାଲି ଯାଇଥିଲା । ଶୁଣିବାକୁ ମିଳୁଛି କି ଅଭିଯୁକ୍ତ ଭାଉଜର ପ୍ରେମିକ ଥିଲା । ପୀଡିତା ନିଜକୁ ବଞ୍ଚାଇବା ପାଇଁ ବହୁତ ଚିତ୍କାର କରିଥିଲେ କିନ୍ତୁ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା ।

ଦୁଷ୍କର୍ମ ହେବା ସହ ପୀଡିତାଙ୍କୁ ଶାରୀରିକ କଷ୍ଟ ମଧ୍ୟ ଦିଆଯାଇଥିଲା । ତେବେ ସବୁଠାରୁ ଚମକାଇ ଦେଲା ଭଳି କଥା ଜଣେ ଭାଉଜ ହୋଇ ନିଜ ନଣଦଙ୍କ ସହ ଏଭଳି ଏକ ଘୃଣ୍ୟକାମ କରାଇବା ପାଇଁ କେମିତି ଯୋଜନା କରିଥିଲା? କେବଳ ଏତିକି ନୁହେଁ ଏଭଳି ଏକ ନଗ୍ନ ଭିଡିଓକୁ ମୋବାଇଲରେ ରେକଡିଙ୍ଗ ମଧ୍ୟ କରିଥିଲା । ପୀଡିତାଙ୍କ ଅଶ୍ଲିଳ ଭିଡିଓ ଆସିବା ପରେ ପୋଲିସ ମହଲରେ ଏକ ଆଲୋଡନସୃଷ୍ଟି ହୋଇଥିଲା । ପୀଡ଼ିତା ବାପାଙ୍କ ତଥ୍ୟ ଅନୁସାରେ ପୋଲିସ ଏକ ମାମଲା ରୁଜୁ କରିଛି । ପୀଡ଼ିତାଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପୋଲିସ ପକ୍ଷରୁ ଏକ ଟିମ ଗଠନ କରାଯାଇଛି । ଏହା ସହ ମିଳିଥିବା ଭିଡିଓର ଯାଞ୍ଚ ମଧ୍ୟ କରା ଯାଇଛି । ପୀଡ଼ିତା ମିଳିବା ପରେ ହିଁ ତାଙ୍କ ବୟାନକୁ ରେକର୍ଡ଼ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking