28.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶବ୍ରିଜ ଭୁଶୁଡି ପାଣିରେ ଭାସିଲା ଗାଡି, ମୋଟର

ବ୍ରିଜ ଭୁଶୁଡି ପାଣିରେ ଭାସିଲା ଗାଡି, ମୋଟର

ନୂଆଦିଲ୍ଲୀ : କେତେବେଳେ ବି ଜୀବନ ନେଇପାରେ ଏ ରାସ୍ତା । ନିମ୍ନ ମାନର ମରାମତି ଯୋଗୁଁ   ବ୍ରିଜ ଭିଶୁଡି ପଡିଛି ।  ଏଭଳି ଘଟଣା ଘଟିଛି ବ୍ରାଜିଲରେ । ଡିସେମ୍ବର ୨୨ରେ ହଠାତ ବ୍ରିଜଟି ଭୁଶୁଡି ପଡିଛି । ବ୍ରିଜର ନାଁ ହେଉଛି   ଜୁସେଲିନୋ କୁବିଚେକ   ଦେ ଅଲିଭାଇରା ବ୍ରିଜ । ରାସ୍ତାରେ ଯାଉଥିବା ଲୋକେ ଏହାକୁ ଦେଖି ଭୟଭୀତ ହୋଇଯାଇଛନ୍ତି  । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ବ୍ରିଜଟି ଭୁଶୁଡିବା କାରଣରୁ ଦୁଇଟି କାର , ଦୁଇଟି ବାଇକ  , ଚାରୋଟି ଟ୍ରକ ପାଣିରେ  ପଡିଯାଇଥିଲା । ସେମାନଙ୍କୁ ଉଦ୍ଧାର କରିବା ପାଇଁ   ଉଦ୍ଧାର କାଯ୍ୟ ଜାରି ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking