30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶବିମାନ ଯାତ୍ରୀଙ୍କ ବ୍ୟାଗ୍ ରେ ବୋମା.. ଏୟାର ଇଣ୍ଡିଆରେ ଖେଳିଗଲା ଆତଙ୍କ

ବିମାନ ଯାତ୍ରୀଙ୍କ ବ୍ୟାଗ୍ ରେ ବୋମା.. ଏୟାର ଇଣ୍ଡିଆରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ : ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବିମାନର କର୍ମଚାରୀଙ୍କୁ କହିଥିଲେ ଯେ ତାଙ୍କ ବ୍ୟାଗ୍ ରେ ବୋମା ରହିଛି। ଏହାପରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଟ୍ରାନଜିଟ୍ ଚେକିଂ ସମୟରେ ସେ ନିଜ ବ୍ୟାଗ୍ ରେ ଥିବା ବୋମା ସମ୍ପର୍କରେ କର୍ମଚାରୀଙ୍କୁ ଜଣାଇଥିଲେ। ବିମାନ କର୍ମଚାରୀମାନେ ତୁରନ୍ତ ବୋମା ବିପଦ ଆକଳନ କମିଟି (ବିଟିଏସ୍ସି)କୁ ଖବର ଦେଇଥିଲେ ଏବଂ ଏହାର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୋମା କୁ ହଟାଇବା ପାଇଁ ଟିମ୍ ତୁରନ୍ତ ଯାତ୍ରୀଙ୍କ ବ୍ୟାଗ୍ ଯାଞ୍ଚ ଆରମ୍ଭ କରିଥିଲା।
ତେବେ ଯାତ୍ରୀଙ୍କ ବ୍ୟାଗରେ ପ୍ରକୃତରେ ବୋମା ଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସାଧାରଣତଃ ଏଭଳି କ୍ଷେତ୍ରରେ ବୋମା ଥିବା ସୂଚନା ମିଥ୍ୟା ହୋଇଥାଏ। ଅତୀତରେ ବିମାନ ଓ ଚେକିଂ ସମୟରେ ଅନେକ ଯାତ୍ରୀ ଏଭଳି ଧମକ ଦେଇଥିଲେ ମଧ୍ୟ ଚେକିଂ ସମୟରେ ସେମାନଙ୍କ ବ୍ୟାଗ୍ରୁ କିଛି ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking