15.1 C
Bhubaneswar
Thursday, December 18, 2025
Homeଓଡିଶାଯୁବତୀଙ୍କ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁ ଫେରାର

ଯୁବତୀଙ୍କ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁ ଫେରାର

ଭୁବନେଶ୍ୱର : ଘର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତ ଦେହ ଦେଖି ପୁରୁଷ ବନ୍ଧୁ ଫେରାର ସୂଚନା । ଖଣ୍ଡଗିରି ଥାନା ଅଞ୍ଚଳ ଏକ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର ହୋଇଛି । ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ । ପୁରୁଷ ବନ୍ଧୁଙ୍କ ସହ ଆପାର୍ଟମେଣ୍ଟରେ ରହୁଥିଲେ ଯୁବତୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking