21.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶବକ୍ସରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ବକ୍ସରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଏକ ଛାତିଥରା ଘଟଣା ଘଟିଛି । ଏହି ଖବର ଶୁଣିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ । ଡିସେମ୍ବର ୩ ତାରିଖରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଏହି ଚାଂଚଲ୍ୟକର ଘଟଣା ଘଟାଇଛନ୍ତି । ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକଚାଂଚଲ୍ୟକର ଘଟଣା ଖେଳିଯାଇଥିଲା , ଡିସେମ୍ବର ୩ ତାରିଖରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଏକ ନବଜାତ ଶିଶୁର ମୃତଦେହ ବକ୍ସ ଭିତରେ ଥିଲା । କାର୍ଗୋ ସ୍କାନ କରିବା ଦ୍ୱାରା ଜଣାପଡ଼ିଥିଲା।

ଏହି ନବଜାତ ଶିଶୁର ମୃତ ଦେହ କୁରିଅର ଏଜେଣ୍ଟଙ୍କ ଏକ ଲଗେଜରୁ ମିଳିଥିଲା, ଯେଉଁଠାରେ କୁହାଯାଇଥିଲା ଲକ୍ଷ୍ନୌରୁ ମୁମ୍ବାଇକୁ ପାର୍ସଲ ପଠାଇବା ପାଇଁ ଚେଷ୍ଟା କରୁଥିଲେ। ଘଟଣା ପ୍ରକାଶ ପାଇବା ସହିତ, କାର୍ଗୋ କର୍ମଚାରୀମାନେ ତୁରନ୍ତ ସିଆଇଏସଏଫ୍ ଅଧିକାରୀଙ୍କୁ ସୂଚନା ଦେଇଥିଲେ, ଯାହା ପରେ କୁରିଅର ଏଜେଣ୍ଟଙ୍କୁ ପ୍ରଶ୍ନ କରିବା ପାଇଁ ପୋଲିସ ଆୟତକୁ ନେଇଥିଲା ସମାଜିକ ମାଧ୍ୟମରେ ଘୁରୁଥିବା ଏକ ଭୟଙ୍କର ଭିଡିଓରେ ଦେଖାଯାଉଛି ଯେ, ଯେତେବେଳେ କାର୍ଗୋ କର୍ମଚାରୀମାନେ ବକ୍ସଟି ଖୋଲୁଛନ୍ତି, ମୃତ ନବଜାତ ଶିଶୁର ଶବଟି ସେତାହାରେ ଥିବା ଦେଖିବାକୁ ମିଳୁଛି । ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking