31.1 C
Bhubaneswar
Friday, March 27, 2026
Homeଓଡିଶାଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର

ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା । ଯୁବତୀଙ୍କ ମୃତଦେହ ପଡିରହିଥିବା ଖବର ସାମ୍ନାକୁ ଆସିଛି । ତେବେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର । ବଡ଼ସାହି ଥାନାର ଅଙ୍ଗାରୀ ଛକରେ ଯୁବତୀଙ୍କ ମୃତଦେହ ପଡିଛି । ତେବେ ମୃତ ଯୁବତୀଙ୍କର ମିଳିପାରିନି ପରିଚୟ । ପରିପାଶ୍ୱିକ ସ୍ଥିତିରୁ ଏହାକୁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ମୃତଦେହ ଜବତ କରି ବଡ଼ସାହି ଥାନା ପୋଲିସ ଘଟଣାର ତଦନ୍ତ କରୁଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking