ବୌଦ୍ଧ: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ୫ ଘଣ୍ଟା ଧରି ପଡିରହିଥିବା ଶବ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିରହିଛି ଶବ । ଥାନାରୁ ଲେଖା ନେଇ ଆସିଲେ ଶବ ନେବେ ପରିବାର । ବୌଦ୍ଧ ଓ ହରଭଙ୍ଗା ପୋଲିସ ମାଢିରେ ଟଣା ଓଟରା । ରିପୋର୍ଟ କିଏ ଦବ , ପୋଲିସ ମଧ୍ୟରେ ଟଣା ଓଟରା ।