15.1 C
Bhubaneswar
Tuesday, January 13, 2026
Homeଓଡିଶାମଝି ଚିଲିକାରେ ଫସିଲା ଡଙ୍ଗା

ମଝି ଚିଲିକାରେ ଫସିଲା ଡଙ୍ଗା

ଭୁବନେଶ୍ୱର: ଚିଲିକା ରୁ ବର୍ତ୍ତମାନ ଆସିଛି ଏକ ବଡ ଖବର । ଚିଲିକା ମଝିରେ ଡଙ୍ଗା ଫସିଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାଇ , ମଝି ଚିଲିକାରେ ଫସିଛି ଡଙ୍ଗା । ଡଙ୍ଗାରେ ୫ ବାଇକ , ୧୮ ଜଣ ଯାତ୍ରୀ ଥିବା ସୂଚନା ରହିଛି । ଜହିଁକୁଦା ଘାଟ ପେଣ୍ଠରୁ ସାତପଡା ଯାଉଥିଲା । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଛି ଡଙ୍ଗା । ମଏଁସା ନିକଟ ମଝି ଚିଲିକାରେ ଡଙ୍ଗା ଫସିଛି ବୋଲି ଖବର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking