21.1 C
Bhubaneswar
Monday, December 8, 2025
Homeଓଡିଶାହୋଟେଲକୁ ସିଲ କଲା ପ୍ରଶାସନ

ହୋଟେଲକୁ ସିଲ କଲା ପ୍ରଶାସନ

ପୁରୀ : ପୁରୀ ସତ୍ୟବାଦୀ ଜୟା ଢାବାରେ ମଟନରେ ଗୋ-ମାଂସ ମିଶା ଯାଉଥିବା ଭିଡିଓ ଭାଇରାଲ ପରେ ପ୍ରଶାସନ ଆକ୍ସନ ନେଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଢାବା ସିଲ କରାଯାଇଛି । ପରୀକ୍ଷା ପାଇଁ ଖାଦ୍ୟ ନମୂନା ପଠାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି । ଆଶଙ୍କାରେ ପୋଲିସ ମୁତୟନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking