ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସୀତାପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ନାବାଳିକା ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ । ମହମ୍ମଦ ଅନୱାର ନାମକ ଜଣେ ୭୦ ବର୍ଷୀୟ ବ୍ୟକ୍ତି ଜଣେ ଆଦିବାସୀ ଝିଅକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ତାଙ୍କୁ ପୋଲିସ ଗିରଫ କରିଛି । ସେପ୍ଟେମ୍ବର ୩ରେ ଝିଅଟି ଘରର କିଛି ଜିନିଷ କିଣିବାକୁ ଅନୱାରଙ୍କ ଦୋକାନକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଏହା ପରେ ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯାହାକି ସ୍ଥାନୀୟ ଲୋକଙ୍କୁ ଚକିତ କରିଦେଇଥିଲା। ଉତ୍ତରପ୍ରଦେଶ ପୋଲିସ ଅଭିଯୁକ୍ତ ଅନୱାର ଖାନଙ୍କୁ ଗିରଫ କରିଛି। ପୀଡିତା ଜଣଙ୍କ ଆଦିବାସୀ ହୋଇଥିବାରୁ ତାଙ୍କୁ ଯୌନ ଅପରାଧରୁ ସୁରକ୍ଷା (ପକ୍ସୋ) ଅଧିନିୟମ ଏବଂ ଏସସି / ଏସଟି ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି।

SHOCKING NEWS 🚨 70 year old Mohd Anwar indecently pressed the private parts of a minor tribal girl in UP's Sitapur.

She had come to his shop to buy household goods on Tuesday afternoon. The video is viral.

Everyone is STUNNED !!

Yogi Adityanath's UP Police has nabbed Anwar… pic.twitter.com/hl9p5Cfnq4
— Times Algebra (@TimesAlgebraIND) September 4, 2024

ମହିଳା ଏବଂ ଶିଶୁ ହେଲ୍ପଲାଇନ ନମ୍ବର :
ଚାଇଲ୍ଡ ଲାଇନ୍ ଇଣ୍ଡିଆ – ୧୦୯୮; ନିଖୋଜ ଶିଶୁ ଏବଂ ମହିଳା – ୧୦୯୪; ମହିଳା ହେଲ୍ପଲାଇନ ନମ୍ବର – ୧୮୧; ମହିଳା ହେଲ୍ପଲାଇନ ପାଇଁ ଜାତୀୟ ଆୟୋଗ – ୧୧୨; ହିଂସା ବିରୋଧରେ ମହିଳା ହେଲ୍ପଲାଇନ ପାଇଁ ଜାତୀୟ ଆୟୋଗ – ୭୮୨୭୧୭୦୧୭୦; ପୋଲିସ୍ ମହିଳା ଏବଂ ବରିଷ୍ଠ ନାଗରିକ ହେଲ୍ପଲାଇନ ନମ୍ବର – ୧୦୯୧/୧୨୯୧