25.1 C
Bhubaneswar
Thursday, March 19, 2026
Homeଅପରାଧଥମୁନି ଲଜ୍ଜା : ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଥମୁନି ଲଜ୍ଜା : ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଯାଜପୁର : ଥମୁନି ଲଜ୍ଜା। ଯାଜପୁର ବରୀରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡିତା ନାବାଳିକାଙ୍କ ଘର ନିକଟରେ ଥିବା ଜଣେ ପଡୋଶୀ ତାଙ୍କ ପ୍ରତି ଏଭଳି ପାଶବିକ ଅତ୍ୟାଚାର କରିଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ବରୀ ଥାନାରେ ଅଭିଯୋଗ ହୋଇଛି।

ଏହି ଘଟଣା ଗତ ୨୩ ତାରିଖରେ ଘଟିଛି। ହେଲେ ଏପର୍ଯ୍ୟନ୍ତ ପୁଲିସ୍ ଅଭିଯୁକ୍ତକୁ ଗିରଫ କରୁନଥିବା ଅଭିଯୋଗ ହୋଇଛି। ସେପଟେ ନାବାଳିକାଟିକୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking