ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ୩ ଜିଲ୍ଲାରେ ଟେକ୍ସଟାଇଲ୍ ମିଲ୍ ହେବ କହିଲେ ମୁଖ୍ୟମନ୍ତ୍ରୀ । ବଲାଙ୍ଗିର, କଳାହାଣ୍ଡି ଓ ସୁବର୍ଣ୍ଣପୁରରେ ହେବ ଟେକ୍ସଟାଇଲ୍ ମିଲ୍ । କପା ଉତ୍ପାଦନକାରୀ ଏହି ୩ ଜିଲ୍ଲାରେ ହେବ ଟେକ୍ସଟାଇଲ୍ ମିଲ୍ ।