ମୟୁରଭଞ୍ଜ: ରାଇରଙ୍ଗପୁର ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିଛନ୍ତି । ଅଭିଭାଷମରେ ପିଲାଙ୍କୁ ମନ ଦେଇ ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି, ପାଠ କେବଳ ଚାକିରି ପାଇଁ ନୁହେଁ , ଶିକ୍ଷିତ ହେବା ପାଇଁ ପାଇଁ ଆବଶ୍ୟକ । ସମାଜରେ ବଡ ହେବାକୁ ହେଲେ ନାଁକୁ ବଢାଇବାକୁ ପଡିବ । ଏବେ ପାଠପଢା ପାଇଁ ବହୁତ ସୁବିଧା ହେଲାଣି । ବହୁତ ସହେଯାଗ ମିଳୁଛି ।










