19.1 C
Bhubaneswar
Friday, December 5, 2025
Homeଓଡିଶାଟିଇଟି ରାୟ: ତର୍ଜମା କରିବେ ଗଣଶିକ୍ଷା ବିଭାଗ

ଟିଇଟି ରାୟ: ତର୍ଜମା କରିବେ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର:  ଟିଇଟି ପରୀକ୍ଷା ବାଧ୍ୟତାମୂଳକ ପ୍ରସଙ୍ଗରେ ବିଭାଗ ତର୍ଜମା କରିବ କହିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶିକ୍ଷକଙ୍କ ସ୍ୱାର୍ଥକୁ ଦେଖାଯିବ ।  ଅନ୍ୟ ରାଜ୍ୟଗୁଡିକ କଣ ବିଚାରବିମର୍ଶ କରୁଛନ୍ତି ନଜର ରଖାଯିବ । ପୂର୍ୱରୁ ଅନେକ ଶିକ୍ଷକ ବିନା ଓଟିଇଟିରେ ଶିକ୍ଷକତା କରୁଛନ୍ତି । ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ  ପରୀକ୍ଷା ବ୍ୟବସ୍ଥା ନଥିଲା । ଏବେ ଗାଇଡଲାଇନ ହୋଇଥିବାରୁ ବିଭାଗ ଆଲୋଚନା କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking