27.1 C
Bhubaneswar
Sunday, May 25, 2025
Homeଓଡିଶାଆତଙ୍କୀଙ୍କୁ ନିପାତ କରାଯିବ: ମୁଖ୍ୟମନ୍ତ୍ରୀ

ଆତଙ୍କୀଙ୍କୁ ନିପାତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅପରେସନ ସିନ୍ଦୁରକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୟାନ ରଖିଛନ୍ତି  ା କହିଛନ୍ତି,  ଆତଙ୍କୀଙ୍କୁ ନିପାତ କରାଯିବ । ଆତଙ୍କୀ ଆଡ୍ଡା ଧ୍ୱଂସ କରାଯାଇଛି ।ସୂଚନା  ଥାଉକି  ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।   ରାଷ୍ଟ୍ରପତି  ଭବନରେ ପହଞ୍ଚି  ଅପରେସନ ସିନ୍ଦୁର ନେଇ  ଅବଗତ କରାଇଲେ । ଏୟାରଷ୍ଟ୍ରାଇକ ପ୍ରସଙ୍ଗ ଉପରେ ସୂଚନା ଦେଇଥିବା ଜଣାପଡିଛି । ଅନ୍ୟପଟେ ପୂର୍ୱରୁ  ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ  ବୈଠକ ବସିଥିଲା । ସିସିଏସ ପରେ କ୍ୟାବିନେଟ ବୈଠକ ଜାରି  ରହିଥିଲା ।  ବୈଠକରେ ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ  ଥିଲେ   ଏବଂ ତିନି ସେନାର ମୁଖ୍ୟ ମଧ୍ୟ ସାମିଲ ଥିଲେ ।     ସମସ୍ତ  ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ କରାଯାଇଛି । ଏନେଇ ଅର୍ଧସାମରିକ ବାହିନୀର ମୁଖ୍ୟଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଛୁଟିରେ ଥିବା ସମସ୍ତ ଯବାନଙ୍କୁ ତୁରନ୍ତ କାଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ । ନର୍ଥ ବ୍ଲକରେ ଅପରାହ୍ନ ୨ଟାରେ ବୈଠକ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking