15.1 C
Bhubaneswar
Saturday, December 6, 2025
Homeଓଡିଶାଅଜଣା ପୋକର ଆତଙ୍କ: ପଥିକ ହତସନ୍ତ

ଅଜଣା ପୋକର ଆତଙ୍କ: ପଥିକ ହତସନ୍ତ

ଯାଜପୁର: ଯାଜପୁର ଜିଲ୍ଲାରେ ଅଜଣା ପୋକର ଆତଙ୍କ ଦେଖାଯାଇଛି ପଥିକମାନେ ହତସନ୍ତ ହେଉଛନ୍ତି l ପୋକ ପାଇଁ ଚିନ୍ତାରେ ଅଞ୍ଚଳବାସୀ। ଯାଜପୁର ଜିଲ୍ଲାର ବରୁଆଁ ଖରସ୍ରୋତା ନଦୀ ପୋଲ ଉପରେ ଅଜଣା ପୋକଙ୍କ ଆତଙ୍କ । ରାତି ହେଲେ ରାସ୍ତାରେ ସାଲୁବାଲୁ ହେଉଛନ୍ତି ପୋକ । ଦୁର୍ଘଟଣାରେ ଶିକାର ହୋଇଛନ୍ତି ବାଇକ୍ ଆରୋହୀ । ଲାଇଟି ପଡିଲେ ପୋକ ଗୁଡିକ ଉଡି ଆସି ବାଇକ ଆରୋହୀମାନଙ୍କ ଆଖି ନାକ କାନ ପଶି ଯାଉଛନ୍ତି । ଏହି ବ୍ରିଜିରେ ସନ୍ଧ୍ୟା ସମୟରେ ଜାତଆତ ଠପ ହୋଇଯାଉଛି । ବାଇକ ଆରୋହୀମାନେ ରାସ୍ତାରେ ଗାଡ଼ିରୁ ପଡ଼ି ଯାଉଥିବାର ଦେଖାଯାଉଥିବାରୁ ସେତୁ ଉପରେ ଅନେକ ଦୁର୍ଘଟଣା ଘଟିଛି। ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking