22.1 C
Bhubaneswar
Monday, January 12, 2026
Homeଓଡିଶାଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

କରଞ୍ଜିଆ: କରଞ୍ଜିଆ ସହରର ଅମ୍ବିକା ମନ୍ଦିର ପଛପଟକୁ ଥିବା ସରିତା କ୍ଲଥ ଷ୍ଟୋର ନାମକ ଲୁଗା ଦୋକାନ ଓ ଗୋଦାମରେ ଅଗ୍ନିକାଣ୍ଡ। ଘଟଣା ସ୍ଥଳରେ କରଞ୍ଜିଆ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କରୁଛି ଆୟତ୍ତ। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତିର ଚିତ୍ର ସାମ୍ନାକୁ ଆସୁଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖା ଯାଇଥିଲେ ବି ପୁରାପୁରି ଭାବେ ନିଆଁକୁ ଆୟତ୍ତ କରି ପାରିନି ଅଗ୍ନିଶମ ବିଭାଗ।ପ୍ରବଳ ମାତ୍ରାରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଛି। ତେବେ ନିଆଁକୁ ଆୟତ୍ତ କରିବାକୁ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ହେବ ଅଗ୍ନିଶମ ବାହିନୀର ୭ଟି ଗାଡ଼ି ଲାଗିଥିବା ବେଳେ ପାଖାପାଖି ୫୦ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking