33.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଦୁବାଇରେ କ୍ରାସ ହେଲା ତେଜସ

ଦୁବାଇରେ କ୍ରାସ ହେଲା ତେଜସ

ନୂଆଦିଲ୍ଲୀ: ଦୁବାଇରେ କ୍ରାସ ହେଲା ବାୟୁସେନାର ଲଢୁଆ ବିମାନ ତେଜସ । ଦୁବାଇର ଏୟାର ସୋ’ରେ କ୍ରାସ ହେଲା ତେଜସ । ତେଜସ କ୍ରାସରେ ପାଇଲଟଙ୍କ ମୃତ୍ୟୁ ହୋଇଛି । ଆକାଶରେ ରଣକୌଶଳ ଦେଖାଇବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହଠାତ ନିୟନ୍ତ୍ରଣ ହରାଇ ତଳେ ପଡିଗଲା ତେଜସ । ଦୁଃଖ ପ୍ରକାଶ କରିବା ସହ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶା ଦେଲା ବାୟୁ ସେନା । ଆକାଶରେ ରଣକୌଶଳ ଦେଖାଇବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ୨:୧୦ ମିନିଟରେ ଏହି ଘଟଣା ଘଟିଥିଲା ମଝି ଆକାଶରେ ରାଣ କୌଶଳ ଦେଖାଉଥିବା ସମୟରେ, ପାଇଲଟ୍ ହଠାତ୍ ସ୍ୱଦେଶୀ ନିର୍ମିତ LCA ତେଜସ୍ ଲଢ଼ୁଆ ବିମାନ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ବିମାନଟି ଭୂମିରେ ଖସି ପଡ଼ିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking