15.1 C
Bhubaneswar
Wednesday, December 10, 2025
Homeଓଡିଶା୧ରୁ ତହସିଲ ଅଫିସରେ ଜମି କିଣାବିକା: ମନ୍ତ୍ରୀ

୧ରୁ ତହସିଲ ଅଫିସରେ ଜମି କିଣାବିକା: ମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବର ୧ରୁ ତହସିଲ ଅଫିସରେ ହୋଇପାରିବ ଜମି କିଣାବିକା । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । କହିଛନ୍ତି, ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ  ମୋହନ ମାଝୀ ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ମିଳିବ ସୁବିଧା ।  ଡିସେମ୍ବର ବାକି  ୨୭୩ ତହସିଲ ରେ ଜମି  କିଣାବିକା  ସେବା  ମିଳିବ । ଅନଲାଇନରେ ସ୍ଲଟ ବୁକ କରି ତହସିଲ ଅଫିସରେ ପଞ୍ଜୀକରଣ କରିପାରିବେ ।

୩ ଦିନରେ କ୍ଷୟକ୍ଷତି ଆକଳନ: ରାଜସ୍ୱ ମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking