25.1 C
Bhubaneswar
Monday, December 8, 2025
Homeଓଡିଶାମେଟ୍ରୋ ପାଇଁ ହେବ ବୈଷୟିକ କମିଟି: ମନ୍ତ୍ରୀ

ମେଟ୍ରୋ ପାଇଁ ହେବ ବୈଷୟିକ କମିଟି: ମନ୍ତ୍ରୀ

ଭୁବନେଶ୍ୱର: ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ହେବ ବୈଷୟିକ କମିଟି  । ମେଟ୍ରୋ ପାଇଁ ସରକାରଙ୍କୁ ଦିଆଯିବ ପ୍ରସ୍ତାବ । ମନ୍ତ୍ରୀ ସ୍ତରୀୟ  କମିଟି ବୈଠକ ପରେ  ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । କହିଛନ୍ତି  କମିଟି ବିଭିନ୍ନ  ସହରକୁ ଯାଇ ଅନୁଧ୍ୟାନ କରିବ । ନୂଆ ଟ୍ରାକ ନେଇ କମିଟି ରିପୋର୍ଟ ଦେବ । କମ୍ପ୍ରେହେନସିଭ ମୋବିଲିଟି ପ୍ଲାନ ତିଆରି ହୋଇଛି । କେଉଁ ଲାଇନରେ ଯିବ, କେଉଁଠି ପାର୍କିଂ ଅଞ୍ଚଳ ହେବ କମିଟି ରିପୋର୍ଟ  ଦେବ । ସାଧାରଣ  ଲୋକଙ୍କ ମତାମତ  ନଦିଆଯିବ, ପୁରୁଣା ପ୍ରକଳ୍ପ ବନ୍ଦ । ମେଟ୍ରୋ କାମ ଚାଲିଥିଲେ ପୂରା ରାସ୍ତା ଜାମ ହୋଇଥାନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking