16.1 C
Bhubaneswar
Sunday, December 7, 2025
Homeଓଡିଶାଲୋୟର ପିଏମଜିରେ ଗର୍ଜିଲେ ଶିକ୍ଷକ ଓ ଶିକ୍ଷୟତ୍ରୀ

ଲୋୟର ପିଏମଜିରେ ଗର୍ଜିଲେ ଶିକ୍ଷକ ଓ ଶିକ୍ଷୟତ୍ରୀ

ଭୁବନେଶ୍ୱର: ଗୁରୁଦିବସରେ ଗୁରୁଙ୍କ ଆନ୍ଦୋଳନ । ରାଜରାସ୍ତାରେ ଶିକ୍ଷକ , ଶିକ୍ଷୟତ୍ରୀ । ୫ ଦଫା ଦାବି ନେଇ ଲୋୟର ପିଏମଜିରେ ଏକାଠି  ହୋଇଛନ୍ତି ଶତାଧିକ ଶିକ୍ଷକ , ଶିକ୍ଷୟତ୍ରୀ । ଓଡିଶା  ସ୍କୁଲ କଲେଜ  ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ହୋଇଛି ପ୍ରତିବାଦ ଶୋଭାଯାତ୍ରା । ବ୍ଲକଗ୍ରାଣ୍ଡ ଅନୁଦାନ ପାଇବାରୁ ବଞ୍ଚିତ ହେବା ସହିତ ପେନସନ ଦାବିରେ ସରକାର ବିରୁଦ୍ଧରେ ଏକାଠି ହୋଇଛନ୍ତି ସଂଘ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking