25.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଶିକ୍ଷକଙ୍କ ନିର୍ଯାତନା: ଫିନାଇଲ ପିଇଲେ ଛାତ୍ର

ଶିକ୍ଷକଙ୍କ ନିର୍ଯାତନା: ଫିନାଇଲ ପିଇଲେ ଛାତ୍ର

ନୂଆଦିଲ୍ଲୀ : ସହିପାରିଲେନି ଶିକ୍ଷକଙ୍କ ଶିକ୍ଷକଙ୍କ ନିର୍ଯାତନା  । ଏପରି  ନିର୍ଯାତନା ସହିନପାରି ଛାତ୍ର  ଜଣଙ୍କ  ଭାଙ୍ଗିପଡି ଚରମ ପଦକ୍ଷେପ ନେଇଛନ୍ତି ।  ଏପରିକି ଜୀବନ ହାରିବାକୁ ନିଷ୍ପତ୍ତି ନେଇ ନବମ ଶ୍ରେଣୀ ଛାତ୍ରଜଣକ ଫିନାଇଲ ପିଇ ଦେଇଥିଲେ। ଏପରି ଏକ ଘଟଣା ମଧ୍ୟପ୍ରଦେଶର ଗୋୱାଲିଅର ସହରରେ ଘଟିଛି। ଏହି ମାମଲାରେ ପୁଲିସ୍ ଦୁଇ ଅଭିଯୁକ୍ତ ଶିକ୍ଷକଙ୍କୁ ବାନ୍ଧିଛି। ପୁଲିସ୍ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ମହାରାଜପୁରା ଥାନା ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିବା ଜଣେ ୧୪ ବର୍ଷୀୟ ନାବାଳକ ଏପରି ଚରମ ପଦକ୍ଷେପ ଉଠାଇଛନ୍ତି। ସେ ଉକ୍ତ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking