ବାରିପଦା: ଛାତ୍ରୀ ଅସଦାଚରଣ ମାମଲାରେ ନିଲମ୍ବିତ ହେଲେ ଶିକ୍ଷକ। ବେତନଟୀର ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପ୍ରମୋଦ ମହାନ୍ତ ନିଲମ୍ବିତ ହୋଇଛନ୍ତି। ଏକାଧିକ କୋମଳମତି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବିତହେଲେ । ଏନେଇ ଛାତ୍ରୀମାନେ ଅଭିଯୋଗ କରିବା ପରେ ନିଲମ୍ବନ କଲେ ବିଇଓ। ତଦନ୍ତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ କହିଲେ ବିଇଓ।










