ଯାଜପୁର: ଯାଜପୁରରେ ୬୩ ହଜାର କୋଟି ନିବେଶ କରିବ ଟାଟା । ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସୂଚନା । ୨୨ ତାରିଖରେ ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦଘାଟନ ହେବ । ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ହେବ । ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିବେ । ଜଗତସିଂହପୁରରେ ପୋସ୍କୋ ସ୍ଥାନରେ ଜେଏସଡବ୍ଲୁ ପ୍ଲାଣ୍ଟ କରୁଛି ।










