କଟକ: ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ଟାଟା ପାୱାରକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଓଇଆରସି ଓ ଶକ୍ତି ସଚିବଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି । ଜବାବ ଦାଖଲ ପାଇଁ ୨ ସପ୍ତାହ ସମୟ ଦେଇଛନ୍ତି ହାଇକୋର୍ଟ । ୩ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।