ଭୁବନେଶ୍ୱର: ଡିସେମ୍ବର ଶେଷ ସୁଦ୍ଧା ଶେଷ କର ପକ୍କା ଘର ଟାର୍ଗେଟ । ଏନେଇ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗରୁ ଚିଠି ଦିଆଯାଇଛି । ୧,୮୮, ୨୬୩ ପକ୍କା ଘର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭଦ୍ରକରେ ୧୬ ହଜାର ୭୪୨ ପକ୍କା ଘର କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।










