18.1 C
Bhubaneswar
Wednesday, February 4, 2026
Homeଓଡିଶାମଣ୍ଡିକୁ ନେଇ ତାରାଙ୍କ ଡେଡ଼ଲାଇନ

ମଣ୍ଡିକୁ ନେଇ ତାରାଙ୍କ ଡେଡ଼ଲାଇନ

ଭୁବନେଶ୍ୱର: ସାମ୍ବାଦିକ ସମ୍ମିଳନୀ ରେ ତାରାପ୍ରସାଦ ବାହିନୀ ଦେଲେ ସୂଚନା । ତେବେ ତାରାପ୍ରସାଦ ବାହିନୀ ପତି ଧାନ ମଣ୍ଡିକୁ ନେଇ ସୂଚନା ଦେଲେ । ସୂଚନା ଦେଇ କହିଛନ୍ତି ଯେ , ୨୫ ତାରିଖ ସୁଦ୍ଧା ମନ୍ଦିରୁ ଧାନ ଉଠାଇବାକୁ ତାରାଙ୍କ ଡେଡ଼ଲାଇନ । ଧାନ ନ ଉଠାଇଲେ ୨୬ ରେ ଜୟପୁର ବନ୍ଦ ଡାକରା ଚେତାବନୀ । ସାମ୍ବାଦିକ ସମ୍ମିଳନୀରେ ତାରାପ୍ରସାଦ ବାହିନୀ ପତିଙ୍କ ସୂଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking